ମୋଦିଙ୍କୁ ଘେରିଲେ ରାହୁଲ | Kanak News

କନକ ବ୍ୟୁରୋ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଆଜି କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ଦେଶର ଯୁବକମାନଙ୍କ ପାଖରେ ନିଯୁକ୍ତି ନଥିବାକୁ ନେଇ ସେ ମୋଦୀ ସରକାରଙ୍କୁ ସମାଲୋଚନା କରିଛନ୍ତି । ନିଜ ଟ୍ୱିଟରରେ ପ୍ରକାଶିତ ଭିଡିଓରେ ରାହୁଲ ଗାନ୍ଧୀ କହିଛନ୍ତି, ‘ଯେତେବେଳେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ସେ ଦେଶର ଯୁବକମାନଙ୍କୁ ପ୍ରତିଶୃତି ଦେଇଥିଲେ ଯେ ସେ

କୁକୁରଙ୍କ ସହ କେକ୍ କାଟିଲେ | Kanak News

କନକ ବ୍ୟୁରୋ: କୁକୁରଙ୍କ ସହ ଜନ୍ମଦିନ ପାଳନ । ବର୍ଷା ଭିଜା ରାତିରେ ବୁଲା କୁକୁରଙ୍କ ସହ ବର୍ଥଡେ ପାଳିଲେ ପଶୁପ୍ରେମୀ । ଯେତେବେଳେ ଏ ସମାଜ, ଏ ମଣିଷ ବୁଲା କୁକୁରଙ୍କୁ ଘୃଣା ଚକ୍ଷୁରେ ଦେଖଛି, ଦୂର ଦୂର ଖିନ୍ ଖିନ୍ କରୁଛି ଠିକ୍ ସେତିକି ବେଳେ ରାସ୍ତାରେ ବୁଲୁଥିବା କୁକୁରଙ୍କ ଜନ୍ମଦିନ ପାଳନ କରି ଚର୍ଚ୍ଚାରେ ରହିଛନ୍ତି ପୁରୀର ସନ୍ତୋଷ ମହାନ୍ତି । ଏମିତି

ପରିବାର ସହ ନଥିଲା ସୁଶାନ୍ତ ସିଂହ ରାଜପୁତଙ୍କ ଭଲ ସମ୍ପର୍କ : ସଞ୍ଜୟ

Image Courtesy - static.toiimg.com କନକ ବ୍ୟୁରୋ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ଏବେ ରାଜନୀତିର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଛି । ଏହା ବାବଦରେ ଶିବସେନା ନେତା ସଞ୍ଜୟ ରାଓତ ମୁଖପତ୍ର ସାମନାରେ ଅନେକ ଅଭିଯୋଗ କରିଛନ୍ତି । ସଞ୍ଜୟ ରାଓତ ବିହାର ପୁଲିସ ଏବଂ କେନ୍ଦ୍ରକୁ ମହାରାଷ୍ଟ୍ର ସରକାରଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ଅଭିଯୋଗ କରିଛନ୍ତି । ଏଥିସହ ସେ

ବନ୍ୟାର କରାଳ ରୂପ | Kanak News

କନକ ବ୍ୟୁରୋ : ବିହାରରେ ବନ୍ୟାର କରାଳ ରୂପ । ଜୀବନ ଜୀବିକା ଉପରେ ଦାଉ ସାଧିଲା ବନ୍ୟା । ବନ୍ୟା କେତେ ଭୟଙ୍କର ହୋଇପାରେ ବିହାରର ଦୃଶ୍ୟକୁ ଦେଖିଲେ ସହଜରେ ଅନୁମାନ କରାଯାଇପାରେ । ଘର ଦ୍ୱାର ଚାଷଜମି ସବୁ ପାଣିରେ ବୁଡି ରହିଛି । ଜୀବନ ବିକଳରେ ଲୋକେ ଘର ଦ୍ୱାର ଛାଡିଛନ୍ତି । ହଜାର ହଜାର ସଂଖ୍ୟାରେ ଲୋକେ ଏବେ ବାସସ୍ଥାନ ଛାଡିଛନ୍ତି ।

ବାଉଁଶ କାରିଗରଙ୍କୁ କରୋନା କାଳ! | Kanak News

କନକ ବ୍ୟୁରୋ : ଦିନରାତି ପରିଶ୍ରମ କରି ବାଉଁଶରୁ ତିଆରି କରୁଛନ୍ତି ହେଲେ ତାଲାବନ୍ଦ ପାଇଁ ବାଉଁଶ ତିଆରି ସାମଗ୍ରୀ ବିକ୍ରି ହେଉନଥିବାରୁ ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି ବାଉଁଶ କାରିଗର । କାନ୍ଥରେ ଟଙ୍ଗା ହୋଇଛି କ୍ୟାଲେଣ୍ଡର, ଦିନ ଗଣୁଛି ବାଉଁଶ ପାତିଆ କାରିଗର । ଦିନେ ନୁହେଁ କି ଦୁଇଦିନ ନୁହେଁ ୫ମାସ ହେଲା କ୍ୟାଲେଣ୍ଡରରେ ତାରିଖକୁ ଗୋଲ ବୁଲେଇ ଦିନ ଗଣୁଛନ୍ତି

୯ ଦିନରେ ୧୪ ହଜାର ଆକ୍ରାନ୍ତ

କନକ ବ୍ୟୁରୋ : ରାଜ୍ୟରେ ଆଜି ୧୭୩୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବଡ କଥା ହେଉଛି ଯେ, ଗତ ୨୪ ଘଂଟାରେ ପ୍ରଥମ ଥର ପାଇଁ ୧୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାରି ଭିତରେ ଆଜି ରାଜ୍ୟରେ କରୋନାର ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଛି । ଆଜି ଗଂଜାମକୁ ଡେଇଁ ଆକ୍ରାନ୍ତ ସଂଖ୍ୟାରେ ଆଗରେ ରହିଛି ଖୋର୍ଦ୍ଧା

ଚୀନରୁ ଆସୁଛି ବିଷ ପାର୍ସଲ ?

କନକ ବ୍ୟୁରୋ : କାହା ଘରକୁ ବି ଆସିପାରେ ଏକ ଅଜଣା ବିହନ ଭରା ପାର୍ସଲ । ଆଉ ଏହି ବିହନ ପାର୍ସଲ ପହଞ୍ଚୁଛି ଚାଷୀର ଘରେ । ବିହନ ପାର୍ସଲ ଦେଖି ଖୁସି ହୋଇ ଯଦି ଚାଷୀ ଏହାକୁ ନିଜ ଜମିରେ ବୁଣିଦିଏ, ତେବେ କଥା ସରିଲା । ବର୍ଷ ବର୍ଷ ଯାଏ, ସେ ଜମିରେ ଆଉ କିଛି ଚାଷ ହେବନି । ଏବେ ଏଭଳି

କରୋନା : ଅଗଷ୍ଟ ଆଣିବ କି ଆଶ୍ୱସ୍ତି ?

କନକ ବ୍ୟୁରୋ : ଅଗଷ୍ଟ ଶେଷ ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିଯିବ । ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ବର୍ତ୍ତମାନ ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକରେ ଅଛି । ୧୫ରୁ ୨୦ ଦିନ ମଧ୍ୟରେ ଏହା ଧୀରେ ଧୀରେ କମିବା ଆରମ୍ଭ ହେବ । ଅକ୍ଟୋବର ମଧ୍ୟ ସୁଦ୍ଧା ଏହି ମହାମାରୀର ସବୁଠାରୁ ଖରାପ ସମୟ ଗତି କରିସାରିଥିବ ବୋଲି ଡାକ୍ତର ନୀରଜ ମିଶ୍ର

ଚାଷୀଙ୍କ ପାଇଁ ଡବଲ ଖୁସି | Kanak News

କନକ ବ୍ୟୁରୋ : ଆଜି ପବିତ୍ର ବଳରାମ ଜୟନ୍ତୀରେ ଦେଶର ଅନ୍ନଦାତାଙ୍କୁ ବଡ ଆଶ୍ୱସ୍ତି ଆଣିଦେଇଛନ୍ତି କେନ୍ଦ୍ର ସରକାର । ସାଢେ ୮ କୋଟି ଚାଷୀଙ୍କ ପାଖରେ ପହଞ୍ଚିଯାଇଛି ପିଏମ କିଷାନ ଯୋଜନାର ଷଷ୍ଠ କିସ୍ତି ଟଙ୍କା । ଡିବିଟି ଜରିଆରେ ସିଧାସଳଖ ଚାଷୀଙ୍କ ଖାତାରେ ଜମା ହୋଇଛି ୧୭ ହଜାର କୋଟି ଟଙ୍କା । ସେହିପରି କୃଷି ଭିତିଭୂମିର ବିକାଶ ପାଇଁ ୧ ଲକ୍ଷ କୋଟି

ଭୁବନେଶ୍ୱରରେ କାୟା ମେଲାଉଛି କରୋନା | Kanak News

କନକ ବ୍ୟୁରୋ: ଭୁବନେଶ୍ୱରରେ ମାଡ଼ି ଚାଲିଛି ଭୂତାଣୁ । ପୁଣି ଚିହ୍ନଟ ହେଲେ ୧୬୬ ପଜିଟିଭ୍ । ଯେଉଁଥିରେ ସଙ୍ଗରୋଧ କେନ୍ଦ୍ରରୁ ୯୮ଟି ପଜିଟିଭ୍ କେସ୍ ଆସିଥିବାବେଳେ ୬୮ଟି ଲୋକାଲ୍ କେସ୍ ଆସିଛି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ କିଏ କେଉଁ କେଉଁ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ତାଙ୍କ ବାବଦରେ ସଂକ୍ଷିପ୍ତ ସୂଚନା ଜାରି କରିଛି ବିଏମସି… ଆଗକୁ ପଢନ୍ତୁ Update on newly detected & cured

Top
Bitnami